ବରଗଡ ଜିଲ୍ଲାରେ କେଉଁ ପଞ୍ଚାୟତ ସମିତିରେ କିଏ କିଏ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ପଦ ପାଇଲେ ଆସନ୍ତୁ ଜାଣିବା

ବରଗଡ(ନିରଞ୍ଜନ ତ୍ରିପାଠି) – ଆମେ କିଛି ଦିନ ତଳେ ପାଇକମାଲ ଅଧ୍ୟକ୍ଷା ପଦବୀ କିଏ ପାଇବ, ବିଧାୟକ କାହାକୁ ବିଚାର କୁ ନେବେ ତାଙ୍କ ସୁଦୃଷ୍ଟି କାହା ଉପରେ ପଡ଼ିବ ଏବଂ ହାତୀ କାହା ମୁଣ୍ଡ ରେ କଳସ ଢାଳିବ ସେ…

ସୁବର୍ଣ୍ଣ ଜୟନ୍ତୀ ଓ ରାମ ନବମୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ବହୁ ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ାହାଣ୍ଡି ଡୋକରି ଚଞ୍ଚରା ଠାରେ ସୁବର୍ଣ୍ଣ ଜୟନ୍ତୀ ଓ ରାମ ନବମୀ ଉତ୍ସବ ପାଇଁ ଶନିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ଅସ୍ଥାୟୀ…

ବାଲିକୁଦା ବ୍ଲକର ଅଧ୍ୟକ୍ଷ ପଦ ମଣ୍ଡନ କଲେ ପ୍ରକାଶ ପ୍ରଧାନ

ଜଗତସିଂହପୁର -: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବାକୁ ଯାଉଥିବା ବେଳେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି l ବାଲିକୁଦା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଜି୨ ଜଣ ପାର୍ଥି ନାମାଙ୍କନ ପତ୍ର…

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ, ୭ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ -: ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଶୁକ୍ରବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତ ଜଳି ଯାଇଛନ୍ତି। ସୂଚନାଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ନିଆଁ ଲାଗି ଯାଇଥିଲା। ନିଆଁ…

ଫୁଡ୍‌ ପଏଜନିଙ୍ଗ୍‌ ହେଲେ…

ଏବେକା ସମୟରେ ଅଧିକାଂଶ ଲୋକ ବାହାର ଖାଦ୍ୟ ଖାଇ ଫୁଡ୍‌ ପଏଜନିଙ୍ଗ୍‌ର ଶିକାର ହେଉଛନ୍ତି। ଏହା ସାଧାରଣତଃ ଠିକ୍ ଭାବରେ ଖାଦ୍ୟ ନ ଖାଇବା, ଖରାପ ହୋଇ ଯାଇଥିବା ଖାଦ୍ୟର ସେବନ ନଚେତ୍‌ ଅପରିଷ୍କାର ପାଣି ପିଇବା କାରଣରୁ ହୋଇଥାଏ। ଅନେକ…

ହାତୀର ଚିକିତ୍ସା ପାଇଁ ଯାଇଥିଲେ, ଚାଲିଗଲା ପ୍ରାଣ

ଢେଙ୍କାନାଳ -: ଆହତ ଦନ୍ତା ହାତୀର ଚିକିତ୍ସା ଲାଗି ଯାଇଥିଲେ। ହେଲେ ଆଖି ବୁଜିଲେ ଏଲିଫ୍ୟାଣ୍ଟ ସ୍କ୍ବାଡ୍ର ସଦସ୍ୟ । ଯାହାର ଚିକିତ୍ସା ପାଇଁ ଯାଇଥିଲେ, ତାହାରି ଆକ୍ରମଣରେ ଚାଲିଗଲା ଜୀବନ। ମୃତକ ହେଲେ ବିଶ୍ଵରଞ୍ଜନ ପାଣିଗ୍ରାହୀ। ଗତକାଲି ଆହତ ହାତୀକୁ…

ପାକିସ୍ତାନକୁ ଭୁଲ ମାଗିଲା ଭାରତ

ନୂଆଦିଲ୍ଲୀ -: ପାକିସ୍ତାନ ଦାବି ଉପରେ ପ୍ରତିକ୍ରିୟା ରଖିଲା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ । ଭୁଲବଶତଃ ପାକିସ୍ତାନରେ ମିସାଇଲ ପଡିଥିବା କହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ମିସାଇଲ ପାକିସ୍ତାନକୁ ପଡିଥିବା କହିଛି ମନ୍ତ୍ରଣାଳୟ ।…

ଚିଲିକା ବିଧାୟକଙ୍କ ସ୍ଥାନ ଜେଲରେ : ପୃଥ୍ୱୀରାଜ

ଭୁବନେଶ୍ୱର -: ଲୋକଙ୍କ ଉପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇ ଦେବା ଘଟଣାରେ  ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।  ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା ପୃଥ୍ୱୀରାଜ କହିଛନ୍ତି ।…

error: Content is protected !!
Verified by MonsterInsights