ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବରଗଡ଼ ଯାଏ ସଂପ୍ରସାରଣ ଦାବି

ବରଗଡ଼(ନିରଞ୍ଜନ ତ୍ରିପାଠୀ)-:ସକାଳେ ଭୁବନେଶ୍ୱର ଏବଂ ନୂଆଦିଲ୍ଲୀକୁ ସିଧାସଳଖ ରେଳ ସେବା ବରଗଡ଼ରୁ ଯୋଗାଇବା ପାଇଁ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାରଙ୍କୁ ଜିଲ୍ଲା ରେଳ ଉପଭୋକ୍ତା ସଂଘ ଦାବି କରିଛି। ଏକ ନୂତନ ଟ୍ରେନ୍‌ ବଲାଂଗୀର-ଭୁବନେଶ୍ୱର ଭାୟା କଟକ ଦେଇ ଚଳାଚଳ…

ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା, ଭୟ କରିବାର କିଛି ନାହିଁ !

ଭୁବନେଶ୍ବର -: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟ ଡିପ୍ରେସନ (ଅବପାତ) ଆସନ୍ତା ୮ ତାରିଖ ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି। ପାଣିପାଗ ବିଭାଗ…

୧୦ରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଅତିକ୍ରମ କରିବ, କେଉଁଠି ସ୍ଥଳଭାଗ ଛୁଇଁବ ‌ଏବେ ବି ଅସ୍ପଷ୍ଟ : ଆସନ୍ତାକାଲି ବାତ୍ୟା

ଭୁବନେଶ୍ବର -: ଗତକାଲି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ସକାଳୁ ଅଧିକ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର…

ଧୁର୍ତ୍ତ ମହିଳାଙ୍କ କାରନାମା, ସେୟାର ମାର୍କେଟ ନାଁରେ ଚଳୁ କରିଦେଲେ ୭କୋଟି

ଭୁବନେଶ୍ବର -: ସେୟାର୍ ମାର୍କେଟ୍‌ରେ ଟଙ୍କା ବିନିଯୋଗ କରି ଅଧିକ ସୁଧ ଦେବାର ଲୋଭ ଦେଖାଇ ୭କୋଟି ଟଙ୍କା ଠକେଇ କରିଥିବା ଜଣେ ଧୂର୍ତ୍ତ ମହିଳାଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। ଅଭିଯୁକ୍ତା ହେଲେ ପର୍ପଲ୍ କ୍ବାଲ୍‌ଭ୍ସ ଫାଇନାନ୍ସିଆଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ର…

error: Content is protected !!