ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ଟ୍ରଷ୍ଟ ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରି କରୁଥିଲେ ଏମିତି କାମ …

Creat A Revolution

ଭୁବନେଶ୍ୱର -: 

Advertisement
ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରି ଠକେଇ ଅଭିଯୋଗରେ ଜଣେ ଗିରଫ । ଓମେନ ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ଟ୍ରଷ୍ଟ ନାଁରେ ଓଡ଼ିଶା ସରକାରଙ୍କ ଲୋଗୋ ଲଗାଇ ଜାଲ ନିଯୁକ୍ତି ବିଜ୍ଞାପନ ନେଇ ଅଭିଯୋଗ ହୋଇଥିଲା । ଓମେନ ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ବିଭାଗ ତରଫରୁ ଅଭିଯୋଗ ଆଧାରରେ ତଦନ୍ତ କରୁଥିଲା ଭରତପୁର ଥାନା ପୋଲିସ ।

ଠକ ସଂସ୍ଥା ସାଇଟ ଖୋଲି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ସଂସ୍ଥାଙ୍କୁ ଟ୍ରେନିଂ ଦେବାକୁ ମୋଟିଭେଟ୍‌ କରୁଥିଲେ । ସଂସ୍ଥାର ମାଲିକଙ୍କୁ ପୋଲିସ ଗିରଫ କରି ଖୋଳତାଡ଼ ଚଳାଇଛି । ତେବେ ଏହା ପଛରେ ଆଉ କାହାର ହାତ ରହିଛି ସେନେଇ ପଚରାଉଚରା କରୁଛି ପୋଲିସ ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights