ଆଜି କୁମାର ପୂର୍ଣ୍ଣିମା ସହ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା; ଉତ୍ସବ ମୁଖର ଢେଙ୍କାନାଳ ଓ ଭୁବନେଶ୍ୱର

ଭୁବନେଶ୍ୱର / ଢେଙ୍କାନାଳ -: ରବିବାର ଅର୍ଥାତ ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆରମ୍ଭ । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ । ଆଜିର ଦିନରେ ଓଡ଼ିଶାର ଘରେ ଘରେ…

ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଘୋଷଣା, ୧୯ ମନ୍ତ୍ରୀ, ୧୧ ବିଧାୟକଙ୍କୁ ଜିଲ୍ଲାଯୋଜନା କମିଟିର ଦାୟିତ୍ୱ

ଭୁବନେଶ୍ୱର -: ପ୍ରକାଶ ପାଇଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ । ୧୯ ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ୧୧ ଜଣ ବିଧାୟକଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାର ଦାୟିତ୍ୱ…

ନାବାଳକକୁ ସାବାଳକ ଦର୍ଶାଇ ହାତକଡି ପକାଇବା ଘଟଣା, କୋର୍ଟଙ୍କ ତାଗିଦ୍ ପରେ ଭୁଲ ମାଗିଲେ ପୋଲିସ ବାବୁ

ଭୁବନେଶ୍ବର -: ନାବାଳକକୁ ସାବାଳକ ଦର୍ଶାଇ ହାତରେ ହାତକଡ଼ା ପକାଇ କୋର୍ଟ ଚାଲାଣ ଉଦ୍ୟମ, କମିସନରେଟ୍‌ ପୁଲିସର ଜଣେ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଘଟଣାକୁ ନେଇ ବିଚାରପତି ଭୀଷଣ ଅସନ୍ତୋଷ ବ୍ୟକ୍ତ କରିବା ସହ ସଂପୃକ୍ତ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି।…

ଓଡିଶା ମାର୍କେଟରେ ମହକିବ ରୁଚି ଚା’ର ସ୍ୱାଦ, ଆନୁଷ୍ଠାନିକ ଭାବରେ ଉଦଘାଟନ କଲେ ଅଭିନେତ୍ରୀ ସୋନାଲି

ଭୁବନେଶ୍ୱର -: ଓଡ଼ିଶାର ବେଶ୍ ଲୋକପ୍ରିୟ ରୁଚି ମସଲା କମ୍ପାନୀ ‘ ଉତ୍କଳ ’ ଓ ‘ ଉତ୍କର୍ଷ ’ ନାମରେ ଦୁଇଟି ଉତ୍କୃଷ୍ଟମାନର ଚା ଉତ୍ପାଦନ ଆରମ୍ଭ କରିଛି । ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ସୋନାଲି ବେନ୍ଦ୍ର ଗୁରୁବାର ସ୍ଥାନୀୟ…

ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ପାଇକମାଳର ସହକାରୀ କୃଷି ଅଧିକାରୀ …

ଭୁବନେଶ୍ବର/ବରଗଡ଼ -: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ରେଡ଼ ହ୍ୟାଣ୍ଡ ଧରା ପଡିଛନ୍ତି ବରଗଡ଼ ଜିଲ୍ଲା ପାଇକମାଳର ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ । ସାର ଡିଲରଙ୍କ…

ମାସ୍କ ନପିନ୍ଧିଲେ ହେବ କଡା କାର୍ଯ୍ୟାନୁଷ୍ଠାନ, କୋଭିଡ ଏବେ ଉପରମୁହାଁ

ଭୁବନେଶ୍ବର -:  ରାଜ୍ୟରେ କୋଭିଡ ଉପରମୁହାଁ। ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ନୂଆ ୫୧୨ କୋଭିଡ ଆକ୍ରାନ୍ତ। ରେଡ୍ ଜୋନରେ ତିନି ଜିଲ୍ଲା। ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲା ଏବେ ରେଡ୍ ଜୋନରେ ସାମିଲ ହୋଇଛି। ଖୋର୍ଦ୍ଧା ଟିପିଆର ରେଟ୍ ୧୦.୬…

ଝିଅର ଆଜି ଜନ୍ମଦିନ, ଝୁରୁଛି ମାଆ : ଘର ମାଲିକ ୮ ବର୍ଷର ଝିଅକୁ ନେଇ ଫେରାର

ଭୁବନେଶ୍ୱର -: ନିଜ ଜନ୍ମ କଲା ଝିଅକୁ ଝୁରୁଛି ମାଆ। ଆଜି ଝିଅର ଜନ୍ମଦିନ । ଝିଅକୁ ଉଦ୍ଧାର କରିବାକୁ ପୋଲିସ ଓ ଚାଇଲଡ ଲାଇନ ଟିମ ଘଟଣାସ୍ଥଳକୁ ଯାଇ ଖାଲି ହାତରେ ଫେରିଛନ୍ତି । ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର…

ସ୍ବେରେଜ୍‌ କାମ ପାଇଁ ଅଣନିଶ୍ୱାସୀ ଭୁବନେଶ୍ୱର, ୧୨ ବର୍ଷ ହେଲାଣି ସରୁନି ସ୍ବେରେଜ୍‌ କାମ

ଭୁବନେଶ୍ୱର -: ୧୨ ବର୍ଷ ହେଲାଣି ଭୁବନେଶ୍ବରରେ ସ୍ବେରେଜ୍‌ କାମ ଚାଲିଛି, ସରୁନି। ଗଳି ଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଖୋଳା ଚାଲିଛି। ସହର ସାରା ଲମ୍ବା ଲମ୍ବା ଗଭୀର ଗାତ। ଯାତାୟାତ ପାଇଁ ଅଧାରୁ କମ୍‌ ଓସାରର…

ମିଳି ମିଶି ମାରିଦେବାକୁ ଷଡ଼୍‌ଯନ୍ତ୍ର, ଅଧିକାରୀ ପୋତୁଛନ୍ତି, ମାଫିଆ ବିକୁଛନ୍ତି

ଭୁବନେଶ୍ୱର : ଆଉ କିଛି ବର୍ଷ ପରେ ଭୁବନେଶ୍ବର ମାନଚିତ୍ର‌ରେ ଦୟାୱେଷ୍ଟ କେନାଲର ଚିହ୍ନବର୍ଣ୍ଣ ମିଳିବନି। ଜମି ମାଫିଆଙ୍କଠାରୁ ଆରମ୍ଭ କରି କୁଜି ନେତା, କେନାଲ କଡ଼ରେ ଘର କରିଥିବା ସ୍ଥାନୀୟ ଲୋକ ଓ ସରକାରୀ ଅଧିକାରୀମାନେ ଏହି କେନାଲକୁ ମାରିଦେବା…

ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ …

ଭୁବନେଶ୍ବର -: ରାଜଧାନୀ ଭୁବନେଶ୍ବରରେ ଜଣେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ ଛତିଶଗଡ଼ କବିରନଗର ଥାନାରେ ମହିଳା ଅଭିଯୋଗ କରିଥିବା ଜଣାଯାଇଛି। ମହିଳାଙ୍କ ଅଭିଯୋଗ ପରେ ଖଣ୍ଡଗିରି ପୁଲିସକୁ ଯୋଗାଯୋଗ କରିଛି ଛତିଶଗଡ଼ ପୁଲିସ। ମିଳିଥିବା ସୂଚନା ଅନୁଯାୟୀ,…

error: Content is protected !!