Creat A Revolution
ସମ୍ବଲପୁର
Advertisement
ଗତ ମେ’ ୧୯ ତାରିଖ ଦିନ ଫୋନ୍ ପେ’ ମାଧ୍ୟମରେ ହଠାତ୍ ତାଙ୍କ ଆକାଉଣ୍ଟରୁ ୬ ହଜାର ଟଙ୍କା ଏବଂ ୨୧ ତାରିଖ ଦିନ ୫ ହଜାର ଟଙ୍କା କାଟି ନେଇଥିଲା ସାଇବର୍ ଠକ। ଠକେଇ ହୋଇଥିବା ଜାଣିବା ପରେ ସେ ରବିବାର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Advertisement