ବଜ୍ରାଘାତରେ ଚାରିଜଣଙ୍କ ମୃତ୍ୟୁ

Creat A Revolution

ନୂଆପଡ଼ା( ଡେନିସ ରାଏ) -: ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମଲିକମୁଣ୍ଡା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ହେବା ଖବର ହସ୍ତଗତ ହୋଇଛି ।ଘର ଭିତରେ ଆର୍ବିଷ୍ଟର ଛାତ ତଳେ ଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ।

Advertisement

ମୃତ ବ୍ୟକ୍ତି ମାନେ ହେଲେ ତ୍ରିନାଥ ନାଗ (ବାପା) ବୟସ-୬୦, ଚୁଡ଼ାମଣି ନାଗ (ପୁଅ)ବୟସ-୨୩, ଲକ୍ଷ୍ମଣ ନାଗ(ପୁତୁରା) ବୟସ-୨୮, ଗୁଣସାଗର ନାଗ(ପୁତୁରା) ବୟସ-୧୫ । ଗୁରୁତର ମିଥିଳା ନାଗ, ଚୁଡ଼ାମଣି ଙ୍କ ସ୍ତ୍ରୀ ବୟସ-୫୬ ଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ବର୍ତ୍ତମାନ ସୁଦ୍ଧା ଖବର ଆମ ପାଖରେ ହସ୍ତଗତ ହୋଇଥିବା ପ୍ରକାଶ

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights