କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଶୈବପୀଠେର ଆଜି ରାତ୍ର ୧୨ଟୋର ମହାଦୀପ ଉଠିଥିଲା ଏବଂ ବକ୍ତାମୋନ ରାତି ସାରା ଉଜଗର ରହି ସକାଳ ସୋଢ଼ ତିନିଟୋର ନିଜ ନିଜ କତ୍ତର୍ବ୍ୟ ସାରି ନିମର୍ଳ ହୃଦୟେର ଠାକୁର ଦଶର୍ନ କରି ଓଁକାର ଧ୍ୱନି ସହ ॐନମଃ ଶିବାୟ ଧ୍ୱନେିର ପ୍ରକମ୍ପିତ ହେଲା କନ୍ଧମାଳ ଜିଲ୍ଲାର ଶୈବପୀଠ ଫୁଲବାଣୀ ଚକାପାଦ ଫିରିଙ୍ଗିଆ କାଶିନିପଦର ନୂଆ ପଥର ମାଝୀ ପଡା କଟାଙ୍ଗି ଜୋଲଶପଟା ରତଙ୍ଗ ପଖାରି ବାରନ୍ଦାପଡା ଟିକାବାଲି ଡୁଙ୍ଗି ବାଲିଗୁଡା ରାଇକିଆ ଆଦି ଏହି ଶୈବପୀଠ ମନ୍ଦିରରେ ମାନଶୁକ ଧାରି ବକ୍ତାମୋନ ଓ ଶ୍ରଦ୍ଧାଳୁଙ୍କ ଠାକୁର ଦଶର୍ନ କରି ରଙ୍ଗାରଙ୍ଗ ରଙ୍ଗିନି ଲୋକ ନୃତ୍ୟ ଦେଖି କୁ ଲୋକଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଛି ଦିର୍ଘ ୩ ବର୍ଷ ପେର ଏହି ପରି ଲକ୍ଷାଧିକ ଲୋକ ଜମିଥିବାର ଦେଖିବାକୁ ମିଳିଛି । ନାଚ ଗୀତ ସରିବା ପେର ନିଜ ନିଜର ଘରକୁ ଫେରିଯାଇଥେôଲ । ଦିଘ୩ର୍ ବର୍ଷ େଅପକ୍ଷା ଏହି ବର୍ଷ ସବୁଠାରୁ ଅଧିକ ଖୁସିଦାୟକ ହୋଇଥେôଲ ଶ୍ରଦ୍ଧାଳୁ ଓ ଭକ୍ତ । ଭକ୍ତ ଓ ଶ୍ରଦ୍ଧାଳୁ ଆନନ୍ଦ ଉଲ୍ଲାସର ସହିତ ॐନମଃ ଶିବାୟ ଧ୍ୱନି ଦେଇ କମ୍ପିତ କରି ନିଜର ଘରକୁ ଫେରିଯାଇଥେôଲ ।
କନ୍ଧମାଳ ଜିଲ୍ଲାର ବିଭିନ୍ନ ଶୈବପୀଠେର ସରିଲା ଜାଗର ଯାତ୍ରା
Advertisement
Advertisement