ଆଜି ନୋମିନେସନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ,ପ୍ରସ୍ତାବକ ଅଛନ୍ତି ଓଡ଼ିଶାର ଦୁଇ କ୍ୟାବିନେଟ ମନ୍ତ୍ରୀ

ଭୁବନେଶ୍ବର -: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ବିଜେଡି ପକ୍ଷରୁ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ। ତେବେ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ଓଡ଼ିଶା ପ୍ରଦେଶ କଂଗ୍ରେସ…

ପ୍ରେମ ଶାରୀରିକ ସମ୍ପର୍କ ରଖିବା ପରେ ଆଉ ଜଣକ ସାଥିରେ ନିର୍ବନ୍ଧ, ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା

ପାରାଦ୍ବୀପ -: ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା। ପ୍ରେମିକର ନିର୍ବନ୍ଧ ଖବର ପାଇ ଧାରଣାରେ ପ୍ରେମିକା। ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା ପ୍ରେମିକ। କିନ୍ତୁ ଏବେ ନିର୍ବନ୍ଧ ଖବର ପାଇବା ପରେ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଉଦ୍ଧବ ଠାକରେ …

ମୁମ୍ବାଇ -: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି ଏବଂ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ସନ୍ଧ୍ୟାରେ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ…

ବିଷାକ୍ତ ସାପ କାମୁଡିଲା ବୋଲି ଜିଅନ୍ତା ଚୋବାଇ ଖାଇଦେଲେ ଏହି ବ୍ୟକ୍ତି

ସାଧାରଣତଃ ବିଷାକ୍ତ ସାପ କାମୁଡ଼ିଲେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ। ସେହିପରି ଯଦି ଠିକ ସମୟରେ ବ୍ୟକ୍ତିଙ୍କୁ ହସ୍ପିଟାଲ ନିଆଯାଏ, ତେବେ ଡାକ୍ତର ରୋଗୀର ଜୀବନ ବଞ୍ଚାଇ ଦିଅନ୍ତି। ଏହି କାରଣରୁ ଲୋକମାନେ ସାପ ନାଁ ଶୁଣିଲେ ଡରି ଯାଆନ୍ତି। କିନ୍ତୁ ଉତ୍ତର…

ମହାରାଷ୍ଟ୍ରରେ ସଂଙ୍କଟ, ଏଭଳି ସ୍ଥିତିରେ ରାଜ୍ୟପାଳ କୋଭିଡ୍ ଆକ୍ରାନ୍ତ !

ମୁମ୍ବାଇ -: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିବା ବେଳେ ଆଜି ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ କୋଭିଡ୍‌-୧୯ ପଜିଟିଭ୍‌ ବାହାରି ଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି। ସର୍ବସାଧାରଣ ସ୍ଥାନମାନଙ୍କରେ ସବୁବେଳେ ‘ଫେସ୍‌ ମାସ୍କ୍‌’ ପିନ୍ଧୁଥିବା ଏବଂ କୋଭିଡ୍‌…

ଦ୍ରୌପଦୀ ମୁର୍ମୁଙ୍କୁ ଦିଆଗଲା ଜେଡ୍‌ ପ୍ଲସ୍ ସୁରକ୍ଷା : ଦାୟିତ୍ୱରେ ୧୨ CRPF, ଜଣେ ଡିସିପି ର‍୍ୟାଙ୍କ ଅଫିସର

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଦିଆଗଲା ଜେଡ୍‌ପ୍ଲସ ସୁରକ୍ଷା। କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଦାୟିତ୍ୱରେ ରହିଛନ୍ତି ୧୨ CRPF, ଜଣେ ଡିସିପି ର‍୍ୟାଙ୍କ ଅଫିସର। ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଅନେକ…

ନାରୀଶକ୍ତିର ଉପାସକ ‘ଦ୍ରୌପଦୀ, ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିିିଛି ଗୁରୁତ୍ୱପୁର୍ଣ୍ଣ କଥା

ମୟୂରଭଞ୍ଜ -: ଜାତୀୟ ଓ ରାଜ୍ୟ ରାଜନୀତିର ପରିଚିତ ଆଦିବାସୀ ଚେହେରା, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ତାଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ଆନନ୍ଦର ଲହରି ଖେଳିଯାଇଛି। ୧୯୫୮…

କମିଲା ସୁନାରୁପାର ଦର, ଦେଖନ୍ତୁ ଆପଣଙ୍କ ସହରରେ କେତେ ରହିଛି ମୂଲ୍ୟ

ସୁନା କିଣିବାକୁ ଚାହୁଁଥିଲେ ଆପଣ ଆଜି ଆପଣଙ୍କ ସହରରେ କେତେ ସୁନା ଦର ରହିଛି ଜାଣି ରଖନ୍ତୁ। ଆଜି ଭାରତୀୟ ବଜାରରେ ସୁନା ଦାମରେ କିଛିଟା ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର…

ୟୁକ୍ରେନରୁ ୨ ଆମେରିକୀୟ ସୈନ୍ୟଙ୍କୁ ଗିରଫ କରି ମୃତ୍ୟୁଦଣ୍ଡ ଦେଲା ..

ମସ୍କୋ -: ୟୁକ୍ରେନରେ ରୁଷ ସୈନ୍ୟଙ୍କ ଦ୍ବାରା ଗିରଫ ହୋଇଥିବା ଦୁଇ ଆମେରିକୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ସଂକେତ ଦେଇଛି ମସ୍କୋ । ପୂର୍ବରୁ ୟୁକ୍ରେନରେ ଗିରଫ ହୋଇଥିବା ଦୁଇ ବ୍ରିଟିଶ ନାଗରିକ ଓ ଜଣେ ମରୋକ୍କୋ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇସାରିଛି…

ଅଭିନେତ୍ରୀ ସ୍ୱାତୀ ସତୀଶଙ୍କ ଦାନ୍ତ ଅସ୍ତ୍ରୋପଚାର କରିବା ପଡିଲା ମହଙ୍ଗା …

ବେଳେବେଳେ ଟିଭି ଅଭିନେତ୍ରୀମାନଙ୍କ ପାଇଁ କସମେଟିକ୍ ସର୍ଜରୀ ସାଂଘାତିକ ପ୍ରମାଣିତ ହୋଇଥାଏ। ଚଳିତ ବର୍ଷ ମେ ମାସରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅସ୍ତ୍ରୋପଚାର ସମୟରେ ଅବହେଳା ହେତୁ ଛୋଟ ପରଦାରେ ଅଭିନେତ୍ରୀ ଚେତନା ରାଜଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ କନ୍ନଡ଼ ଅଭିନେତ୍ରୀ…

error: Content is protected !!
Verified by MonsterInsights