୩୦୦ ଫୁଟ ତଳକୁ ଖସି ପଡିଥିବା୨ ବର୍ଷର ଶିଶୁର ଜୀବନ ବଞ୍ଚାଇଲେ ଭାରତୀୟ ଯବାନ, ଦେଖନ୍ତୁ ଭିଡିଓ

ଯୁଦ୍ଧକ୍ଷେତ୍ର ହେଉ କିମ୍ବା ବିପର୍ଯ୍ୟୟ ସମୟ ହେଉ। ଭାରତୀୟ ସେନା ନିଜର ସାହସିକତା ଏବଂ କୌଶଳ ମାଧ୍ୟମରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସବୁବେଳେ ତତ୍ପରଥାନ୍ତି। ଠିକ ସେମିତି ଆଉ ଏକ ଚମତ୍କାର କରିଛନ୍ତି ଭାରତର ଜଣେ ବୀର ଯବାନ ।…