ଅଣକଳାକାରଙ୍କୁ ମିଳୁଛି କଳାକାର ଭତ୍ତା, PC କାରବାର ନେଇ ଉଠିଲା ଅଭିଯୋଗ

ଖୋର୍ଦ୍ଧା -: ବୋଲଗଡ଼ ବ୍ଲକର BKSS ଉପସଭାପତି ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି। କଳାକାର ପ୍ରମାଣପତ୍ର ସହିତ ଭତ୍ତା କରାଇ ଦେବାକୁ କହି ଅଣକଳାକାରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ କରିଛନ୍ତି ଲୋକେ। ଏ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରକୃତ ହିତାଧିକାରୀ।…