ଆଜି ହିଁ ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଆଳୁ ଆଚାର, କେମିତି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବେ

ଗରମ ଦିନରେ ଅଧିକ ପାଣି ପିଉଥିବା କାରଣରୁ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ। ଏମିତିରେ ଭୋଜନରେ କିଛି ଚଟପଟା ଥିଲେ ଖାଇବାକୁ ଆପେଆପେ ଇଚ୍ଛା ହୋଇଥାଏ। ଆପଣ ତ ଆଚାର ତ ଅନେକ ଖାଇଥିବେ କିନ୍ତୁ କଣ କେବେ ଆଳୁ ଆଚାର…