ରାଗ ପରମ ଚାଣ୍ଡାଳ, ନିଜ ରାଗକୁ ଶାନ୍ତ କରିବା ପାଇଁ ଆପଣାନ୍ତୁ ଏହି ଉପାୟ …

ସବୁ ବାପାମା ନିଜ ପିଲା ଉପରେ ରାଗିବାକୁ ଚାହାଁନ୍ତି ନାହିଁ। କିନ୍ତୁ ବେଳେ ବେଳେ ପିଲା ଉପରେ ରାଗ ଆସିଯାଏ। ବେଳେ ବେଳେ ପିଲାର ଭୁଲ ଯୋଗୁଁ ହେଉ ଅବା ଆମ ଟେନସନ ଯୋଗୁଁ ଏପରି ରାଗ ଆସିଯାଏ। ଏହି କଥା…