ପୌର ନିର୍ବାଚନରେ ଏକଜୁଟ ହେଲା କଂଗ୍ରେସ, ପୁରା ଦମରେ ଲଢ଼ିବ କଂଗ୍ରେସ

ଆଠଗଡ -: ଆଠଗଡ ପୌର ନିର୍ବାଚନ ପାଇଁ କଂଗ୍ରେସ ଏକଜୁଟ ହୋଇଛି, ଯୋଉମାନେ କହୁଥିଲେ କଂଗ୍ରେସ ଏକଜୁଟ ହୋଇ ନାହିଁ ଆଜି କଂଗ୍ରେସ ଦଳ ନିଜର ଶକ୍ତି ପ୍ରଦର୍ଶନ କରିଛି। ପୌର ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ତଥା ଆଠଗଡ କଂଗ୍ରେସ…