ଅଗଷ୍ଟ ୪ ଗୁରୁବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ଆଜି ଅଗଷ୍ଟ ୪ ତାରିଖ, ଗୁରୁବାର, କର୍କଟ ୧୯ ଦିନ, ଶ୍ରାବଣ ଶୁକ୍ଳ ଷଷ୍ଠୀ ପ୍ରା.ଘ.୫.୪୫ମି. ଗତେ ସପ୍ତମୀ, ଚିତ୍ରା ନକ୍ଷତ୍ର ରା.ଘ.୭.୨୫ମି., କନ୍ୟା ଚନ୍ଦ୍ର ଦି.ଘ.୭.୧୫ମି. ।ପର୍ବପର୍ବାଣି- ସନ୍ଥ ତୁଳସୀ ଦାସ ଜୟନ୍ତୀ ମେଷ- ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ…