ସ୍ୱୟଂ ସହାୟିକା ଗୋଷ୍ଠୀର ମାଛକୁ ଚୋରି କରିନେଲେ ଗ୍ରାମବାସୀ, ଥାନାରେ ମାମଲା

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ରାଜ୍ୟରେ ନେତୃତ୍ୱ ସରକାର ମିଶନ ଶକ୍ତି ଜରିଆରେ ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପଞ୍ଚାୟତରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଟି ଗଠନ କରିଛନ୍ତି । ଏହି ସ୍ୱୟଂ ସହାୟକ ଗୋଷ୍ଟିମାନଙ୍କୁ ଆତ୍ମ ନିର୍ଭରଶୀଳ…