ନିୟମିତ ଗ୍ରାହକଙ୍କୁ ଧୋକାଦେଲା ବିଗବଜାର …!

ଭୁବନେଶ୍ୱର -: ନିୟମିତ ଗ୍ରାହକ ହୋଇ ଲାଭ ପାଇବା ଆଶାରେ ବିଗ୍‌ବଜାର ପ୍ରଫିଟ୍ କ୍ଲବ୍‌ର ସଦସ୍ୟ ହୋଇଥିଲେ । କିନ୍ତୁ ଲାଭ ପାଇବେ କ’ଣ, ଏବେ ହଜାର ହଜାର ଟଙ୍କା ହରାଇବାକୁ ଯାଉଛନ୍ତି ଏହି ଗ୍ରାହକମାନେ । ସଦସ୍ୟ ହେବାର ମାସ…