ବ୍ରଜରାଜନଗର ନିର୍ବାଚନକୁ ନେଇ ଏମିତି କହିଲେ ପ୍ରଦୀପ ପୁରୋହିତ, ଦଳରେ ଆତ୍ମଘାତୀ କାମ ହୋଇଛି

ବ୍ରଜରାଜନଗର -: ବିଜେପି ପାଇଁ କାଳ ସାଜିଛି ବଜେପି । ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡ଼ି ବିଜୟ ଲାଭ କରିବା ପରେ ଏ ନେଇ ନିଜର ମତ ରଖିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେ ଗଣମାଧ୍ୟମରେ ନିଜର ବୟାନ…

ବ୍ରଜରାଜନଗରରେ ଇଭିଏମ ଟ୍ୟାମ୍ପରିଂଗ କରି ବିଜେଡି ବିଜୟ ଲାଭ କରିଛି !

ଝାରସୁଗୁଡ଼ା -: “ଏହା ଜନାଦେଶ ନୁହେଁ । ଏହା ଯନ୍ତ୍ରାଦେଶ । ଇଭିଏମ୍ ଟାମ୍ପରିଂ କରାଯାଇଛି । ମୁଁ ଏହି ଜନାଦେଶକୁ ଗ୍ରହଣ କରୁ ନାହିଁ ।” ବ୍ରଜରାଜନଗର ଉପ-ନିର୍ବାଚନରେ ପରାସ୍ତ ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ପ୍ରାର୍ଥୀ…

କିଏ ଜିତିବ ବ୍ରଜରାଜନଗର ବାଜି? ଆରମ୍ଭ ହେଲା ଭୋଟ ଗଣତି

ଝାରସୁଗୁଡ଼ା -: ବ୍ରଜରାଜନଗର ଉପନିର୍ବାଚନର ଭୋଟ୍ ଗଣତି ପ୍ରକ୍ରିୟା ଶୁକ୍ରବାର ସକାଳ ୮ ଟାରେ ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଏହାପରେ ଇଭିଏମ୍ ଖୋଲାଯାଇ ଭୋଟ୍ ଗଣତି ହେବ। ଭୋଟ୍ ଗଣତି ପାଇଁ…

ବ୍ରଜରାଜନଗରରେ କଡ଼ା ଟକ୍କର ଦେବ କଂଗ୍ରେସ …

ବରଗଡ଼ -: ବ୍ରଜରାଜନଗର ଉପନିର୍ବାଚନରେ କଡ଼ା ଟକ୍କର ଦେବୁ। ସେଠାରୁ ପରିବର୍ତନର ସ୍ବର ଆରମ୍ଭ ହେବ ବୋଲି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସେ କହିଲେ,…

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ୪୦ ଜଣିଆ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା …

ଭୁବନେଶ୍ବର -: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି। ବିଜେଡି ଆଜି ବ୍ରଜରାଜନଗର ଫାଇଟ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଘୋଷଣା କରିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରଜରାଜନଗରରେ ପ୍ରଚାର ମୈଦାନକୁ…

ଶାସକ ଦଳକୁ କଡ଼ା ଟକ୍କର ଦେବେ କଂଗ୍ରେସ ଓ ବିଜେପି, ପ୍ରଥମ ଥର ପାଇଁ ଉପନିର୍ବାଚନ ହାରିବ ବିଜେଡି …!

ଝାରସୁଗୁଡା -: ଦ୍ବିତୀୟଥର ପାଇଁ ଉପନିର୍ବାଚନ ସାମ୍‌ନା କରୁଛି ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ଉପନିର୍ବାଚନ ଟିକେ ଭିନ୍ନ ହେବ ବୋଲି ଅନୁମାନ କରାଯାଉଛି। ପ୍ରାୟ ଉପ ନିର୍ବାଚନର ଫଳାଫଳ ସରକାରୀ ଦଳ ସପକ୍ଷରେ ଯାଇଥାଏ।…

ବ୍ରଜରାଜନଗର ଉପନିର୍ବାଚନ : ବିଜେପିରୁ ରାଧାରାଣୀ ବିଜେଡିରୁ ଅଳକା, କଂଗ୍ରେସରୁ କିଶୋର

ଝାରସୁଗୁଡ଼ା -: ବ୍ରଜରାଜନଗର ଉପ ନିର୍ବାଚନ ଧୀରେଧୀରେ ଉଷ୍ମ ହେବାରେ ଲାଗିଛି। ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଗତକାଲି ବିଜେପି ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା…

ବ୍ରଜରାଜନଗରର ବିଜେଡି ପ୍ରାର୍ଥୀନି ହେଲେ ଅଳକା, ଦୀପାଳି ହେଲେ ନିରାଶ

ଭୁବନେଶ୍ବର -: ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଅଳକା ମହାନ୍ତିଙ୍କ ନାଆଁ ଘୋଷଣା କରିଛନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିଧବା ପତ୍ନୀ ହେଉଛନ୍ତି ଅଳକା ମହାନ୍ତି।ଗତ ଡିସେମ୍ବର…

error: Content is protected !!
Verified by MonsterInsights