ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୭୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର -: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଲଗାତାର କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦…

ଥଣ୍ଡା,ଜ୍ୱର, କାଶ ହେଉଥିଲେ ସ୍କୁଲ ମନା, ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ବର -: ସ୍କୁଲକୁ ଫେରିବ କରୋନା କଟକଣା। ରାଜଧାନୀର ସମସ୍ତ ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଖାଦ୍ୟ ସାମଗ୍ରୀ ନେବା ସମୟରେ ଛାତ୍ରଛାତ୍ରୀ ଯେତେଦୂର ସମ୍ଭବ ଦୂରତା ରଖିବେ। ଥଣ୍ଡା, ଜ୍ବର, କାଶ ହେଉଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ…

ମାସ୍କ ନପିନ୍ଧିଲେ ହେବ କଡା କାର୍ଯ୍ୟାନୁଷ୍ଠାନ, କୋଭିଡ ଏବେ ଉପରମୁହାଁ

ଭୁବନେଶ୍ବର -:  ରାଜ୍ୟରେ କୋଭିଡ ଉପରମୁହାଁ। ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ନୂଆ ୫୧୨ କୋଭିଡ ଆକ୍ରାନ୍ତ। ରେଡ୍ ଜୋନରେ ତିନି ଜିଲ୍ଲା। ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲା ଏବେ ରେଡ୍ ଜୋନରେ ସାମିଲ ହୋଇଛି। ଖୋର୍ଦ୍ଧା ଟିପିଆର ରେଟ୍ ୧୦.୬…

ରାଜ୍ୟରେ ଉପରମୁହାଁ କରୋନା, ଖୋର୍ଦ୍ଧାରେ ୨୦୦ଟପିଲା କଟକରେ ୧୦୦

ଭୁବନେଶ୍ବର -: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ବଢ଼ିଛି। ଗତ ୧୧ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ଶୁକ୍ରବାର ଦିନ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୨୮ ଜଣ…

ପୁଣି ଡରାଇଲାଣି କରୋନା : ୧୨ ନମୁନାରେ ବିଏ୪ ଏବଂ ବିଏ୫ ପ୍ରଜାତି

ନୂଆଦିଲ୍ଲୀ -: କରୋନା ପୁଣିଥରେ ଡରାଇବା ଆରମ୍ଭ କରିଛି। ମହାରାଷ୍ଟ୍ରରେ କରୋନା ଚତୁର୍ଥ ଲହର ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି। ମୁମ୍ବାଇ ଏବେ କରୋନାର ନୂଆ କେନ୍ଦ୍ରସ୍ଥଳ ପାଲଟିଛି ବୋଲି କୁହାଯାଉଛି। ଜୁନ୍‌ ପ୍ରଥମ ୪ ଦିନରେ ମହାରାଷ୍ଟ୍ରର ମୋଟ୍‌ ସଂକ୍ରମଣ…

ପୁଣି ଚିନ୍ତା ବଢାଇଲାଣି କରୋନା : ୨୪ ଘଣ୍ଟାରେ ଦେଶରେ ୩,୬୮୮ କୋଭିଡ୍‌-୧୯ ଆକ୍ରାନ୍ତ ; ୫୦ଜଣ ମୃତ

ନୂଆଦିଲ୍ଲୀ -: ଆଜିକୁ ମିଶାଇ କ୍ରମାଗତ ୮ ଦିନ ଧରି ଦେଶରେ ଦୈନିକ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ଅଢ଼େଇ ହଜାରରୁ ଅଧିକ ରହି ଆସୁଥିବା ବେଳେ ୩ଦିନ ହେବ ୩ ହଜାରରୁ ଅଧିକ ରହୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ…

ଫେରିଲା କରୋନା, ପୁଣି ବାଧ୍ୟତାମୂଳକ ହେଲା ମାକ୍ସ

ଥିରୁବନ୍ତପୁରମ୍ -: ଦେଶର ଏକାଧିକ ରାଜ୍ୟରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ କେରଳ ସରକାର ବୁଧବାର ପୁନର୍ବାର ରାଜ୍ୟରେ ଫେସ୍ ମାସ୍କ ନିୟମକୁ ଲାଗୁ କରିଛନ୍ତି । କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ପ୍ରକାଶିତ ଏକ ଘୋଷଣାନାମାରେ କୁହାଯାଇଛି…