ଫାଇନାନ୍ସ କର୍ମଚାରୀଙ୍କ ଚୋରି ବାଇକ ପୋଖରୀରୁ ଉଦ୍ଧାର

ତିଗିରିଆ -: ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ ହରିସରଣପୁର ଗ୍ରାମକୁ ଗତ ସେପ୍ଟେମ୍ବର ୧୯ ତାରିଖରେ ଜଣେ ଫାଇନାନ୍ସ କର୍ମଚାରୀ ଟଙ୍କା ଆଦାୟ କରିବା ପାଇଁ ଆସିବା ସମୟରେ ତାଙ୍କର ବାହାରେ ଥୁଆ ହୋଇଥିବା ବାଇକଟିକୁ କେହି ଦୁର୍ବୁତ୍ତ…

error: Content is protected !!