ଅପରାଧିଙ୍କ ପ୍ରତି ଅନୁକମ୍ପା ନା ପୋଲିସ ଓ ବିଭାଗୀୟ ଅଧିକାରୀଙ୍କ ଅପାରଗତା, ବେଳକୁ ବେଳ ବଢୁଛି ଠକ ସଂସ୍ଥାଙ୍କ ପାର୍ଦୁଭାବ

ଭୁବନେଶ୍ବର -: ଗତ କିଛି ବର୍ଷ ହେଲା, ରାଜଧାନୀରେ ଠକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଜାଗା ଓ ଘର କିଣିବାଠାରୁ ଆରମ୍ଭ କରି ସରକାରୀ/ବେସରକାରୀ ସଂସ୍ଥାରେ ଚାକିରି, ଆଡ୍‌ମିସନ୍‌, ଟାୱାର୍‌ ବସାଇବା, କିଡ୍‌ନି ପ୍ରତିରୋପଣ ପର୍ଯ୍ୟନ୍ତ; ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ଆଦି…

error: Content is protected !!