ଝାରପଡା ଜେଲ ସାଜିଛି ଅପରାଧର କଳାପାହାଡ, ଅପରାଧୀଙ୍କୁ ଅପରାଧ କରିବା ପାଇଁ ପଥ ସୁଗମ ….

ଭୁବନେଶ୍ବର -: ଗ୍ୟାଙ୍ଗଷ୍ଟରଙ୍କଠାରୁ ଆରମ୍ଭ କରି ହାର୍ଡ‌‌କୋର୍‌ ମାଓବାଦୀ ରହୁଛନ୍ତି। ଏମିତିକି ଅନ୍ୟ ରାଜ୍ୟର କୁଖ୍ୟାତ ଅପରାଧୀ, ବିଦେଶୀ ଅପରାଧୀ ମଧ୍ୟ ଜେଲ୍‌ରେ ଅଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଝାରପଡ଼ା ଜେଲ୍‌ ସବୁଠାରୁ ଅଧିକ ଗୁରୁତ୍ବ ବହନ କରିବା କଥା। ହେଲେ ଏଠାରେ…