ଜୁଲାଇ ୧୯ ମଙ୍ଗଳବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ଆଜି ଜୁଲାଇ ୧୯ ତାରିଖ, ମଙ୍ଗଳବାର, କର୍କଟ ୩ ଦିନ, ଶ୍ରାବଣ କୃଷ୍ଣ ଷଷ୍ଠୀ ଦି.ଘ.୭.୪୮ମି, ଉତ୍ତରଭାଦ୍ର ନକ୍ଷତ୍ର ଦି.ଘ.୧୨.୪୫ମି., ମୀନ ଚନ୍ଦ୍ର ଅହୋରାତ୍ର ।ପର୍ବପର୍ବାଣି- ମଙ୍ଗଳ ଷଷ୍ଠୀ । ମେଷ- ଆଜି ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ…