ପ୍ରଶାସନର ବାରଣ ସତ୍ତ୍ୱେ ଆମ୍ବ ବେପାରୀ ଆମ୍ବ ନାଁରେ ଗ୍ରାହକଙ୍କୁ ଦେଉଛନ୍ତି ମୃତ୍ୟୁର ଉପହାର !

ଭୁବନେଶ୍ବର -: ବଜାରରେ ମେଲିଗଲାଣି ଭଳିକି ଭଳି ପାଚିଲା ଆମ୍ବ ପସରା। ଚଳିତ ବର୍ଷ ଦର ବାଧୁଛି, ତଥାପି ଗ୍ରାହକମାନେ ଆମ୍ବ କିଣୁଛନ୍ତି। ସମ୍ପ୍ରତି ଆମ୍ବ ଋତୁ ଚାଲିଛି। କିନ୍ତୁ ଏହି ପାଚିଲା ଆମ୍ବ ଯେ କେତେ କ୍ଷତିକାରକ, ତାହା ପରଖିବାକୁ…