ଏହି ଗେମ୍ ଖେଳୁଛନ୍ତି କି ! ସାବଧାନ୍ ହରାଇବେ ଦୃଷ୍ଟି ଶକ୍ତି

ଆମର ମନୋରଞ୍ଜନ ପାଇଁ ବିଜ୍ଞାନର ଅବଦାନ ଅନେକ ରହିଛି। ଏଥି ସହିତ ମୋବାଇଲ୍‌ ଫୋନ୍‌ ଆସିଲା ପରଠୁଁ ମନୋରଞ୍ଜନର ପରିସର ଆହୁରି ବ୍ୟାପକ ହୋଇଯାଇଛି। ବିଶେଷ କରି ବିଭିନ୍ନ ପ୍ରକାର ଭିଡିଓ ଗେମ୍‌ ହିଁ ତାହାକୁ ପରିପୁଷ୍ଟ କରିଛି। ଜଣେ କଳ୍ପନା…