ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତ ଦେହ, ହତ୍ୟା କି ଆତ୍ମହତ୍ୟା ସନ୍ଦେହ ଘେରରେ

ବେଗୁନିଆ -: ରାତିରେ ଖୋଜିଲା ପୋଲିସ ଆଉ ସକାଳୁ ସକାଳୁ ସନ୍ଦେହଜନକ ଭାବେ ଝୁଲନ୍ତା ଅବସ୍ଥାରେ ଏକ ଆମ୍ବ ଗଛରୁ ମିଳିଲା ମୃତଦେହ। ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ । ବେଗୁନିଆ ବାଘମାରୀ ଥାନାର ଓସ୍ତପୁର ଗାଁରେ ଦେଖବାକୁ ମିଳିଛି ଏହି ଅଭାବନୀୟ…