ବଦନାମ ହେଉଛି ନନ୍ଦନକାନନ, ଉପନିର୍ଦେଶକଙ୍କ ସହ ଜଙ୍ଗଲ ମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର/ବାରଙ୍ଗ -: ନନ୍ଦନକାନନ ପିଛା ଛାଡ଼ୁନି ବିବାଦ । ଗୋଟିଏ ପରେ ଗୋଟିଏ ଘଟଣା ନନ୍ଦନକାନନ ଇତିହାସରେ କଳା ଦାଗ ଲଗାଉଛି । କେତେବେଳେ ଖୁଆଡ଼ରେ ଥିବା ଜୀବଜନ୍ତୁଙ୍କ ଜୀବନ ବିପଦରେ ତ ଆଉ କେତେବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ।…

ପର୍ଯ୍ୟଟକ ଓ ନନ୍ଦନକାନନ କର୍ମଚାରୀଙ୍କ ଭିତରେ ଧସ୍ତାଧସ୍ତି, ଥାନାରେ ମାମଲା

ଭୁବନେଶ୍ବର -:  ପୁଣି ନନ୍ଦନକାନନ କର୍ମଚାରୀଙ୍କ ନାଁରେ ଆସିଲା ପର୍ଯ୍ୟଟକଙ୍କୁ ମାଡ଼ ମରା ଅଭିଯୋଗ । ନନ୍ଦନକାନନରେ ପର୍ଯ୍ୟଟକ ଓ ସଫାରି କର୍ମଚାରୀଙ୍କ ସହ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ହତାହାତି ହୋଇଥିବା ସୂଚନା ମିଳିଛି। ୨୦ରୁ ଉର୍ଦ୍ଧ ରାଜ୍ୟ…

error: Content is protected !!
Verified by MonsterInsights