ପର୍ଯ୍ୟଟକ ଓ ନନ୍ଦନକାନନ କର୍ମଚାରୀଙ୍କ ଭିତରେ ଧସ୍ତାଧସ୍ତି, ଥାନାରେ ମାମଲା

ଭୁବନେଶ୍ବର -:  ପୁଣି ନନ୍ଦନକାନନ କର୍ମଚାରୀଙ୍କ ନାଁରେ ଆସିଲା ପର୍ଯ୍ୟଟକଙ୍କୁ ମାଡ଼ ମରା ଅଭିଯୋଗ । ନନ୍ଦନକାନନରେ ପର୍ଯ୍ୟଟକ ଓ ସଫାରି କର୍ମଚାରୀଙ୍କ ସହ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ହତାହାତି ହୋଇଥିବା ସୂଚନା ମିଳିଛି। ୨୦ରୁ ଉର୍ଦ୍ଧ ରାଜ୍ୟ ବାହାରର ପର୍ଯ୍ୟଟକ ନଦ୍ଧକାନନ ବୁଲିବାକୁ ଆସିଥିଲେ। ତେବେ ସଫାରି ବୁକିଙ୍ଗ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା।

Advertisement

ପରେ ହାତାହାତି ପରିସ୍ଥିତି ହୋଇଥିବା ସୂଚନା ମଳିଛି। ଏଥିରେ କିଛି ପର୍ଯ୍ୟଟକ ଆହତ ହୋଇଛନ୍ତି। ଏନେଇ ନନ୍ଦନକାନନ ଥାନାରେ ମାମଲା ହୋଇଛି।  ପୋଲିସର ଘଟଣାର ତଦନ୍ତ କରୁଛି। ଉଭୟପକ୍ଷରୁ ନନ୍ଦନକାନନ ଥାନାରେ ଏତଲା ଦିଆଯାଇଛି। ଉଭୟ ପକ୍ଷରୁ ୧୦ ଜଣ  ଆହତ ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖି ନନ୍ଦନକାନନ ଥାନା ପୋଲିସ ପଚରାଉଚୁରା କରୁଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!