ସାରସ୍ୱତ ସାଧିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ, ସତୀଚୈାରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

କଟକ -: ପ୍ରଥିତଯଶା ସାରସ୍ୱତ ସାଧିକା, ପ୍ରାଧ୍ୟାପିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି(ବୀଣା ଅପା) ଆଉ ନାହାନ୍ତି । ରବିବାର ରାତି ୯ଟାରେ ବାଦାମବାଡ଼ି ଗ୍ଲାସ୍ ହାଉସ୍ ଲେନ୍‌ସ୍ଥିତ ଭାଇ ସଚ୍ଚିଦାନନ୍ଦ ମହାନ୍ତିଙ୍କ ବାସଭବନରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୮୬ବର୍ଷ…

error: Content is protected !!