ପୁଟିନ୍‌ଙ୍କ ଗାଳି ଶୁଣି ରୁଷ୍ ପ୍ରତିରକ୍ଷା ମନ୍ତ୍ରୀଙ୍କର ଅବସ୍ଥା ହେଲା ସାଙ୍ଘାତିକ…

କିବ୍ : ୟୁକ୍ରେନ୍ ଆକ୍ରମଣରେ ମୁଖ୍ୟ ଉଦ୍ଦେଶ୍ୟ ହାସଲ ନ ହେବାରୁ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍‌ଙ୍କ ଠାରୁ ଗାଳି ଶୁଣିବା ପରେ ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ଶୋଇଗୁଙ୍କର ହୃଦ୍‌ଘାତ ହୋଇଥିବା କଥା ଆଜି ୟୁକ୍ରେନୀୟ ସରକାରଙ୍କର ଜଣେ ଉପଦେଷ୍ଟା କହିଛନ୍ତି…