ବିକ୍ଷୋଭକାରୀଙ୍କ ଦଖଲ କଲେ ରାଷ୍ଟ୍ରପତି ଭବନ, ପାଣିମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ

ନୂଆଦିଲ୍ଲୀ : ଉଗ୍ର ହେଲା ଶ୍ରୀଲଙ୍କା ସଙ୍କଟ । ବିକ୍ଷୋଭକାରୀଙ୍କ ଦଖଲ କଲେ ରାଷ୍ଟ୍ରପତି ଭବନ । ଜୀବନ ବଞ୍ଚାଇବାକୁ ବାସଭବନ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଗୋଟାବାୟା ରାଜ୍‌ପାକ୍‌ସେ। କେଉଁଠି ଅଛନ୍ତି ଜଣାପଡିନଥିଲେ ମଧ୍ୟ ସେନା ମୁଖ୍ୟାଳୟରେ ଆଶ୍ରୟ ନେଇଥିବା ଅନୁମାନ କରାଯାଉଛି।…

error: Content is protected !!