ରୁଚିକାଙ୍କ ଆତ୍ମହତ୍ୟା : ତୃତୀୟ ଦିନରେ ଧାରଣା, ମାଆଙ୍କ ସହ ଛାତ୍ରଛାତ୍ରୀ ବି ଭିଜୁଛନ୍ତି ବର୍ଷାରେ

ଭୁବନେଶ୍ବର -: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ବର୍ଷା ସତ୍ତ୍ବେ ଆଜି ବି ଧାରଣା ଜାରି ରହିଛି। ତୃତୀୟ ଦିନରେ ପହଞ୍ଚିଛି ଏହି ଧାରଣା। ଝିଅକୁ ନ୍ୟାୟ ଦାବିରେ ବର୍ଷାରେ ଭିଜି ରାତିସାରା ରୁଚିକାଙ୍କ ମାଆ ଓ…