କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ମୈାନୀ ରୟ ଏମିତି ଭାବରେ ଜନ୍ମ ଦିନ ଶୁଭେଚ୍ଛା ଜଣାଇଲେ ଯେ ସେସିଆଲ ମିଡିଆରେ ଏବେ ନିଆଁ

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ନିଆରା ଢଙ୍ଗରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଟେଲିଭିଜନ ଅଭିନେତ୍ରୀ ମୈାନୀ ରୟ । ‘କିଉଁକି ଶାଶ୍ ଭି କଭି ବୋହୂ ଥୀ’ ଧାରାବାହିକରେ ମୈାନୀ ଓ ସ୍ମୃତି ଏକତ୍ର କାମ କରିଥିବା ବେଳେ ସେମାନଙ୍କ ବନ୍ଧୁତ୍ୱ…