ସୋଫିଆ ଆଜି ପ୍ରତି ଘରେ ପରିଚିତ, ଅଭିନୟରେ ପାଦ ଥାପିବା ପାଇଁ ସେ ଏଭଳି କରିଥିଲେ …

ବାପା ସିକନ୍ଦର ଆଲମ୍‌ ଜଣେ ପ୍ରସିଦ୍ଧ ସଙ୍ଗୀତଜ୍ଞ। ସାନ ଭଉଣୀ ନାଜିଆ ଆଲମ୍‌ ବି ବାପାଙ୍କ ପଦାନୁକରଣ କରି ଜଣେ ସ୍ବନାମଧନ୍ୟା କଣ୍ଠଶିଳ୍ପୀ। କିନ୍ତୁ ପରିବାରର ଏ ଶୃଙ୍ଖଳକୁ ଭାଙ୍ଗି ସେ ଓଡ଼ିଶାର ଘରେ ଘରେ ନିଜର ଏକ ନୂଆ ପରିଚୟ…

error: Content is protected !!