ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଜୀବନରୁ ମାରିଦେବାକୁ ଧମକ, ଦେଖନ୍ତୁ ଭିଡିଓ

ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳର ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ପୁଣି ଜୀବନରୁ ମାରିଦେବାକୁ ଧମକ ମିଳିଛି। କେହି ଜଣେ ବ୍ୟକ୍ତି ତାଙ୍କୁ ଫୋନ୍‌ କରି କହିଛନ୍ତି ଯେ ‘ମୁଁ ଇକବାଲ୍‌ କାସ୍‌କରର ଲୋକ କହୁଛି। ବହୁତ ଜଲ୍‌ଦି ତୁମର…