ନାରୀ ସଶକ୍ତିକରଣର ଅନନ୍ୟ ଉଦାହରଣ “ଟ୍ୱିଟର ଗାର୍ଲ” ଦୀପା ବାରିକଙ୍କୁ “ଅନନ୍ୟା-୨୦୨୨” ସମ୍ମାନ

ବରଗଡ଼ (ନିରଞ୍ଜନ ତ୍ରିପାଠୀ) -: ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ ଭୁବନେଶ୍ୱର ହୋଟେଲ ମେ ଫେୟାର କନଭେନ୍ସନ ଠାରେ “କନକ ନିଉଜ୍” ତରଫରୁ ଆୟୋୟିତ ହୋଇଥିବା “ଓମେନ କନକ୍ଲେଭ ଅନନ୍ୟା-୨୦୨୨”ରେ ସମ୍ମାନିତ କରାଯାଇଛି |…