ଉଲିକୁପା ଗ୍ରାମ ପଞ୍ଚାୟତ ଠାରେ ନୂତନ ଶାଖା ଡାକଘର ଉଦଘାଟନ

ନର୍ଲା(ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଉଲିକୁପା ଗ୍ରାମରେ ଆଜି ନୂତନ ଶାଖା ଡାକଘର କାର୍ଯ୍ୟାଳୟ ଉଦଘାଟନ ହୋଇଛି, ଏଥିରେ ନର୍ଲା ଜୋନ 2 ର ଜିଲ୍ଲାପରିଷଦ ଶ୍ରୀ ହରିଶଙ୍କର ମାଝୀ ନିଜ କରକମଳରେ ଫିତା କାଟି ଉଦଘାଟନ କରିଥିଲେ ଓ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉଲିକୁପା ସରପଞ୍ଚ ଶ୍ରୀମତୀ ଦୀପାଞ୍ଜଳି ଶବର, ସମିତି ସଭ୍ୟା ଶ୍ରୀମତୀ ରିତା ମାଝୀ, ଡାକ ଅଧିକାରୀ ମୋହଦୟ, ଡାକ ମାଷ୍ଟର ବୀରେନ୍ଦ୍ର ରଣା ସମେତ ଅନେକ ଜନ ସାଧାରଣ ଉପସ୍ଥିତ ଥିଲେ l ଏଥି ପାଇଁ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି l

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!