ଗଜପତି ନର୍ସିଂ କଲେଜର ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ …

ପାରଳାଖେମୁଣ୍ଡି -: ପାରଳାଖେମୁଣ୍ଡି ସହର ଉପକଣ୍ଠରେ ରାଣିପେଣ୍ଠସ୍ଥିତ ଗଜପତି ନର୍ସିଂ କଲେଜରେ ପ୍ରଥମ ବର୍ଷ ନର୍ସିଂ ଛାତ୍ରୀଙ୍କ ଶ୍ରେଣୀ କକ୍ଷ ମଧ୍ୟରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ କରାଯାଇଛି।

Advertisement
Mother's body hanging from ceiling fan. | Download Scientific Diagram

ଛାତ୍ରୀଜଣଙ୍କର ମୃତ୍ୟୁଜନିତ କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ମିଳିନଥିଲା ବେଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ମୁତାବକ ଛାତ୍ରୀଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଗୋପାଳପୁର ଗ୍ରାମର ଅଖେଳା ବେହେରା । ସେ ବିଏସସି ନସିଂ ପ୍ରଥମ ବର୍ଷରେ ପଢୁଥିଲେ। ବର୍ତ୍ତମାନ ଘଟଣା ସ୍ଥଳରେ ଅନୁସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!