ବନ୍ଦେ ଭାରତ ଟ୍ରେନ୍‌ ଦୁର୍ଘଟଣା, ମଇଁଷି ମାଲିକଙ୍କ ନାଁରେ ଏତଲା

ଅହମଦାବାଦ : ବନ୍ଦେ ଭାରତ ଟ୍ରେନ୍‌ ଦୁର୍ଘଟଣା ପରେ ମଇଁଷି ମାଲିକଙ୍କ ନାଁରେ ଏତଲା । ମୁମ୍ବାଇ ଓ ଗାନ୍ଧୀନଗର ମଧ୍ୟ ଆରମ୍ଭ ହୋଇଥିବା ବନ୍ଦେ ଭାରତ ରେଳ ସେବାକୁ ଖୁବ୍‌ ସ୍ୱାଗତ କରାଯାଇଥିବା ବେଳେ ଗତକାଲି ସକାଳେ ଅହମଦାବାଦ ଠାରେ ରେଳ ଧାରଣା ଉପରକୁ ଅଚାନକ ଚାଲି ଆସିଥିବା ଦଳେ ମଇଁଷିଙ୍କ ସହ ଏହାର ଧକ୍କା ହୋଇଥିଲା ।

Advertisement
Limited response to Indian Railways' private operations tender -  International Railway Journal

ଏଥିରେ ଟ୍ରେନ୍‌ଟି କ୍ଷତିଗ୍ରସ୍ତ ହୋଇଛି । ମୁମ୍ବାଇ ଠାରେ ଏହାର ମରାମତି କରାଯାଉଛି । ଦୁର୍ଘଟଣାରେ ୪ଟି ମଇଁଷିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତେବେ ରେଳ ନିୟମ ଅନୁସାରେ ମଇଁଷି ମାଲିକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଆଉ ଏହାର ମାଲିକକୁ ଖୋଜା ଚାଲିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!