ପିକଅପ ଭ୍ୟାନ୍ ଓଲଟି ୨ ମୃତ ୯ ଗୁରୁତର

Creat A Revolution

କଳାହାଣ୍ଡି (ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା କଲମପୁର ଥୁଆମୂଳ ରାମପୁର ସୀଙ୍ଗାରି ଘାଟିରେ ଭାର ସାମ୍ୟ ହାରାଇ ଓଲଟିଲା ପଡିଲା ପିକ୍‌ଅପ୍ ଭ୍ୟାନ ଦୁଇ ମୃତ ନଅ ଗୁରୁତର । ଦୁଇ ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ୯ଗୁରୁତରକୁ କଲମପୁର ମେଡିକାଲରେ ଭର୍ତି କରାଯାଇଥିବା ଜଣାପଡିଛି ।

Advertisement

ଥୁଆମୂଳ ରାମପୁର ସିନ୍ଧି ପଦର ପଞ୍ଚାୟତରୁ ପିଡି ଏସ ଚାଉଳ ଆଣି ଫେରୁଥିବା ବେଳେ କଲମପୁର ସୀଙ୍ଗାରି ଘାଟିରେ ଭାର ସାମ୍ୟ ହରାଇ ଓଲଟିଲା , ଗୁରୁତର ମଧ୍ୟରେ ୨ ପୁରୁଷ ୭ମହିଳା ସମସ୍ତେ ବାର୍ଶିକୋନା ଗାଁ ର ବୋଲି ସୂଚନାଅନୁସାରେ ଜଣାପଡିଛି । ଘଟଣା ସ୍ଥଳରେ ଅଗ୍ନି ସମ୍ ବାହିନୀପହଞ୍ଚି ଉଦ୍ଧାର କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights