ପୌର ନିର୍ବାଚନକୁ ନେଇ ବିଜେପିର ପ୍ରେସ ମିଟ

ପଦ୍ମପୁର (ଜିତୁ ଦାଶ) -: ବର୍ତମାନ ପୌର ନିର୍ବାଚନ କୁ ନେଇ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ପ୍ରଚାର ମୈଦାନରେ ପ୍ରାର୍ଥୀ ତଥା ଦଳ ମାନଙ୍କର ହେବିୱେଟ ମାନେ କସରତ ଆରମ୍ଭ କରି ଦେଇଥିବା ବେଳେ ଆଜି ପଦ୍ମପୁର ବିଜେପି…

ନିର୍ବାଚନୀ ପଶାପାଲିରେ ଅନେକ ପ୍ରାର୍ଥୀ ଓ ପ୍ରାର୍ଥିନୀ

ପଦ୍ମପୁର -: ବରଗଡ଼ ଜିଲ୍ଲା ଅଧିନସ୍ଥ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସମୁଦାୟ ୧୧ ଗୋଟି ୱାର୍ଡ କୁ ନେଇ ଗଠିତ । ବର୍ତ୍ତମାନ ଚାଲିଥିବା ପୈାରପରିଷଦ ନିର୍ବାଚନ ରେ ପଦ୍ମପର ବିଜ୍ଞାପିତ ଅଞ୍ଚଳ ପରିଷଦକୁ କବଜା କରିବାପାଇଁ ସମସ୍ତ ପ୍ରକାରର…

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତ ସ୍ତରୀୟ କମିଟି ଗଠନ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଗାଇସିଲେଟ ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ଆଜି ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା l ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନର…

ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ବନ ବିଭାଗ ପକ୍ଷରୁ  ସଚେତନତା ଶିବିର

ବରଗଡ଼ (ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ସ୍ଥିତ ପାଇକମାଲ ନୃସିଂହନାଥ ଜଙ୍ଗଲ ବିଭାଗ ପକ୍ଷରୁ  ଜଙ୍ଗଲ ନିଆଁ ନଲଗାଇବା ପାଇଁ ସଚେତନତା ଶିବିର ବୁଧବାର ଗୌରଜୁରି ଠାରେ ଅନୁଷ୍ଠିତ ହୋଇଯାଇଛି  । ବନପାଳ ରାଧାକାନ୍ତ କୁମ୍ଭାର  ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିର ରେ…

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୬ ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର -: ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୬ ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର ଜାରି ରହିଛି। ବୁଧବାର ରାଜ୍ୟ ସରକାର ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୬ ଜଣ…

ଅସୁରକ୍ଷିତ ଦେବୀନଦୀସ୍ଥିତ ଆଳିପିଙ୍ଗଳ ପୋଲ, ଭାରୀଯାନ ଚଳାଚଳ ନିଷିଦ୍ଧ କରିବାକୁ ଜ଼ିଲ୍ଲାପାଳଙ୍କ ନିକଟରେ ଦାବି

ଜଗତସିଂହପୁର( ଜ୍ୟୋତି ରଞ୍ଜନ ପରିଡା ) – : ଜଗତସିଂହପୁରରୁ -ଅଡ଼ଶପୁରକୁ ସଂଯୋଗ କରୁଥିବା ଦେବୀନଦୀ ଉପରେ ନିର୍ମିତ ଆଳିପିଙ୍ଗଳ ପୋଲ ଉପରେ ଦୈନଦିନ ସହ ସହ ଭାରୀଯାନ ଯାତାୟାତ କରିବାରୁ ପୋଲାର ଅବସ୍ଥା ଶୋଚନୀୟ ହୋଇପଡିଛି । ଆଳିପିଙ୍ଗଳ ପୋଲର…

ପୈାର ନିର୍ବାଚନର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ):- ବରଗଡ଼ ପୈାର ପରିଷଦ ନିର୍ବାଚନ ଅଧକ୍ଷା ପଦବୀ ଦୁଇ ଜଣ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ଏବେ ଚୂଡାନ୍ତ ତାଲିକାରେ ୧୦ ଜଣ ପ୍ରାର୍ଥୀ ନାମ ପ୍ରକାଶିତ ହୋଇଛି ।ଚୁଡାନ୍ତ ତାଲିକାରେ ବିଜୁ ଜନତା ଦଳ…

ଜଗତର ନାଥ ଜଗନ୍ନାଥ ଭକ୍ତଙ୍କ ପାଇଁ ମିଳିଲା ଆଶ୍ୱସ୍ତି, ସରକାରଙ୍କ ତରଫରୁ ନିଆଗଲା ଏଭଳି ପଦକ୍ଷେପ

ପୁରୀ -: ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓଡିଶା ସମେତ ଦୁରଦାରନ୍ତରରୁ ଆସୁଥିବା ଭକ୍ତଙ୍କୁ ଶେଷରେ ମିଳିଛି ଆଶ୍ୱସ୍ତି । ତାତିରୁ ରକ୍ଷା ପାଇଁ ଆଜି ମୁଣ୍ଡକୁ ଛତା ଓ ପାଦ ପାଇଁ କାରପେଟ୍ ପକାଇଛି ଜିଲ୍ଲା ପ୍ରଶାସନ ।…

ପୂର୍ବତନ ସୈନିକ ସଂଗଠନ ବାଲିଆପାଳର ବାର୍ଷିକ ଉତ୍ସବ

ବାଲିଆପାଳ(ପ୍ରଭାକର ମଲ୍ଲିକ) -: ଭାରତୀୟ ପୂର୍ବତନ ସୈନିକ ସଂଗଠନ ବାଲିଆପାଳ ଶାଖାର ପଞ୍ଚଦଶ ବାର୍ଷିକ ଉତ୍ସବ ଶାରୀରିକ ମହାବିଦ୍ୟାଳୟ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ । ଉକ୍ତ ଉତ୍ସବରେ ସଂଗଠନର ସଭାପତି ଜୟରାମ ପାତ୍ର ସଭାପତିତ୍ୱ କରିଥିଲେ । ସମ୍ମାନୀତ ଅତିଥି ଭାବରେ…

ଦେଭୋଗ, ଘଣ୍ଟୁଆ ଗ୍ରାମପଞ୍ଚାୟତରେ ଦାଇତ୍ୱ ନେଲେ ନବନିର୍ବାଚିତ ସରପଞ୍ଚ

ବାଲିଆପାଳ(ପ୍ରଭାକର ମଲ୍ଲିକ) -: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ଥିବା ଦେଭୋଗ, ଘଣ୍ଟୁଆ ଗ୍ରାମପଞ୍ଚାୟତରେ ବିଧିବଦ୍ଧ ଭାବରେ ନୂଆକରି ନିର୍ବାଚିତ ହୋଇଥିବା ସରପଞ୍ଚଙ୍କୁ ସଭା ସମିତି, ନାଚ ଗୀତ ସହିତ ସମ୍ବର୍ଦ୍ଧନା କରାଯାଇଛି । ଦେଭୋଗ ପଞ୍ଚାୟତ ସଭାରେ ମୁଖ୍ୟ ଅତିଥି…

error: Content is protected !!
Verified by MonsterInsights