କଟକ -: ବିଡିଏ, ସିଡିଏ ଓ ରାଜ୍ୟର ଅନ୍ୟାନ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ହାତେଇବା ଆଉ ସମ୍ଭବ ହେବନାହିଁ । ଏହି ପ୍ରସଂଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜଣେ…
Category: ଜିଲ୍ଲା ଖବର
ସୋରଡାରେ ବିଜେପି ତରଫରୁ ‘ଗାଁ ଗାଁ ଚାଲ … ଘର ଘର ଚାଲ’
ବେଲଗୁଣ୍ଠା -: ଭାଜପା ପ୍ରତିଷ୍ଠା ଦିବସ ଏପ୍ରିଲ ୬ ତାରିଖରୁ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସୋରଡ଼ା ବିଧାନସଭା ବିଜେପି ପରିବାର ଦ୍ୱାରା ସମାଜିକ ନ୍ୟାୟ ସପ୍ତାହ ପାଳନ କରିବା ଅବସରରେ ଓବିଶି ମୋର୍ଚ୍ଚା ଦ୍ୱାରା…
ଫିରିଙ୍ଗିଆ ପୋଲିସ ଦ୍ୱାରା ବଡମ୍ବା-ତିଗିରିଆର ୪ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆ ଗିରଫ, କାର ସହ ୫୫ କେଜି ଗଞ୍ଜେଇ ଜବତ
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: ଫିରିଙ୍ଗିଆ ବ୍ଲକ୍ ଫିରିଙ୍ଗିଆ ପୋଲିସ ଦ୍ୱାରା ଗତ କାଲି ଗୋଟିଏ ବାଲେନୋ କାର ସହ ୪ ଜଣ ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆକୁ ଗିରଫ କରିବା ସହ ୫୫ କେଜି ଗଞ୍ଜେଇ ଜବତ କରିବାରେ ଫିରିଙ୍ଗିଆ ପୋଲିସ…
ବିନ୍ଧାଣିମା ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଓ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ …
ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ବିନ୍ଧାଣିମା ପଞ୍ଚାୟତ ସ୍ଥିତ ବିନ୍ଧାଣିମା ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାଗ୍ୟ ଲକ୍ଷ୍ମୀ ସିଂହ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ…
କରଡାପଲ୍ଲୀ ଜମାତ ପକ୍ଷରୁ ବାର୍ଷିକ ଇଜତେମା
ତିଗିରିଆ -: ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତସ୍ଥିତ କରଡାପଲ୍ଲୀର ଜାମା ମସଜିଦ ପରିସରରେ ୱକଫେ ନୌ (ଧର୍ମ ପାଇଁ ନିଜକୁ ଉତ୍ସର୍ଗ କରିଥିବା ବ୍ୟକ୍ତିବିଶେଷ) ମାନଙ୍କୁ ନେଇ ବାର୍ଷିକ ଇଜତେମା ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ…
ବନ୍ଧୁକ ଲଗାଇ ମୋବାଇଲ ଦୋକାନରୁ ଲୁଟ ଘଟଣାରେ ଲୁଟ ସାମଗ୍ରୀ ଉଦ୍ଧାର
ତିଗିରିଆ -: ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ସ୍ଥିତ ମଙ୍ଗଳା ବଜାର ରେ ଥିବା ଏକ ମୋବାଇଲ ଦୋକାନର ମାଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗତ ୨୦ ତାରିଖ ସନ୍ଧ୍ୟାରେ ତିନିଜଣ ଯୁବକ ମୋବାଇଲ, ଟଙ୍କା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ…
ଗଦାଧରପୁରରେ ଧାନମଣ୍ଡି ଉଦଘାଟିତ …
ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ ଗଦାଧରପୁର ସେବା ସମବାୟ ସମିତି ଲିଃ ପକ୍ଷରୁ ଆଜି ଚଳିତବର୍ଷ ର ପ୍ରଥମ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ସେବା ସମବାୟ ସମିତି ର ସଭାପତି ଉଷାରାଣୀ ସ୍ୱାଇଁ ଙ୍କ ସଭାପତିତ୍ୱ…
ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ …
ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ପଞ୍ଚାୟତ ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁଧାଂଶୁ ବାଳା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ମୁଖ୍ୟ ଅତିଥି…
ଭିରୁଡାରେ ହାତୀଙ୍କ ଉପଦ୍ରବ, ନଷ୍ଟ କଲେ ଏକର ଏକର ଫସଲ
ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତରେ ଗତକାଲି ରାତିରେ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ୩/୪ ଟି ବଣୁଆ ହାତୀ ଆସି ଗ୍ରାମର ଅନେକ ଚାଷୀଙ୍କ ଆଖୁ, ମକା ସହ ଅନ୍ୟାନ୍ୟ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି।…