IRCTCର ଶସ୍ତା ପ୍ୟାକେଜ : ବୁଲିପାରିବେ ବାରଣାସୀରୁ ଅଯୋଧ୍ୟା, ଜାଣନ୍ତୁ କିପରି କରିବେ ବୁକିଂ …

ରେଳ ବିଭାଗ ନିଜ ଯାତ୍ରୀଙ୍କ ପାଇଁ ଆଣିଛି ନୂଆ ଟୁର ପ୍ୟାକେଜ। ଏହି ଟ୍ରିପରେ ଯାତ୍ରୀମାନେ ସ୍ୱଦେଶ ଭ୍ରମଣର ମଜା ଉଠାଇପାରିବେ। ଏହାର ନାମ ରହିଛି ସ୍ୱଦେଶ ଦର୍ଶନ ଶ୍ରୀ ରାମପଥ। ଆଜି ଆମେ କହିବୁ ଆପଣ ଏହି ଟୁର ପ୍ୟାକେଜର…

୬୭ବର୍ଷର ବୃଦ୍ଧ ବିବାହ କଲେ ଏହି ତରୁଣୀଙ୍କୁ, ବିବାହର ସର୍ତ୍ତ ଥିଲା ଏମିତି …

ନୂଆଦିଲ୍ଲୀ -: ପ୍ରେମର ପରିଭାଷା ଏବେ ବୋଧହୁଏ ବଦଳିଯାଇଛି । ପ୍ରେମ ଏବେ ମନ ବଦଳରେ ଧନରେ ଅଟକି ଯାଇଛି । ଆଧୁନିକତାର ଛାପରେ ବ୍ୟକ୍ତିତ୍ୱର ଏହି ବ୍ୟତିକ୍ରମ ବେଶ ଚିନ୍ତା ଉଦ୍ରେକକାରୀ ହୋଇଥିଲେ ମଧ୍ୟ ସମୟ ସହ ତାଳ ଦେଇ ସବୁ…

ପୁଅର ଜୀବନ ପାଇଁ ବାଘ ସହ ଲଢିଲା ମା

ବାଘ ସହ ଲଢ଼େଇ କରି ତା’ ଜାବରୁ ନିଜ ୧୫ ମାସର ପୁଅକୁ ରକ୍ଷା କରି ମଧ୍ୟପ୍ରଦେଶର ଜଣେ ୨୫ ବର୍ଷୀୟ ମହିଳା ଅସାଧାରଣ ସାହସ ପ୍ରଦର୍ଶନ କରିଛନ୍ତି। ରବିବାର ସକାଳେ ଉମରିଆ ଜିଲ୍ଲା ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ମାଳା…

ନିର୍ମାଣ ହେଉଛି, ‘ଚୁମ୍‌କି- ସେତ ପାଣିରେ ବୁଡ଼ିବ ନାହିଁ କି’

ସଙ୍ଗୀତଜ୍ଞ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଏଇ ଗୀତଟି ଅନେକ ଶ୍ରୋତାଙ୍କ ଭିତରେ ଆଦୃତ ହେଇଛି। ଏବେ ଏଇ ଗୀତର ମୁଖୁଡ଼ାକୁ ‌ନେଇ ନିର୍ମାଣ ହେଇଛି ଏକ ଚଳଚ୍ଚିତ୍ର, ଯାହାର ଶୀର୍ଷକ ରହିଛି ‘ଚୁମ୍‌କି- ସେତ ପାଣିରେ ବୁଡ଼ିବ ନାହିଁ କି’। ଏହା…

ଇଡି, ସିବିଆଇ ଅଧିକାରୀଙ୍କୁ ଧମକ ଦେଲେ ମମତା ବାନାର୍ଜୀ …

କୋଲକାତା -: ଗତ କିଛି ଦିନ ହେଲା ନିଜ ମନ୍ତ୍ରୀମାନଙ୍କୁ ନେଇ ବିବାଦରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପାର୍ଥ ଚାଟାର୍ଜୀ ଓ ଅନୁବ୍ରତ ମଣ୍ଡଳଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିବା ବେଳେ ଏବେ ଦଳର ଆଉ କିଛି ନେତାଙ୍କୁ ନେଇ…

ଦୁଷ୍କର୍ମ ଅଭିଯୁକ୍ତ ସାଧୁ ଲିଙ୍ଗାୟତଙ୍କୁ ଅଟକ ରଖିଲା ପୁଲିସ …

ବେଙ୍ଗାଲୁରୁ -: କର୍ଣ୍ଣାଟକରେ ନାବାଳିକାମାନଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ ଆଜି ଲିଙ୍ଗାୟତ ମଠର ବିଶିଷ୍ଟ ସାଧୁ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କୁ ପୁଲିସ ଅଟକ ରଖିଛି। କର୍ଣ୍ଣାଟକର ଚିତ୍ରଦୁର୍ଗରେ ଥିବା ପ୍ରସିଦ୍ଧ ମୁରୁଗା ମଠରେ ମୁଖ୍ୟ ମହନ୍ତ ଏହି ସାଧୁଙ୍କ ନାମରେ ଉକ୍ତ…

ରାହୁଲ୍‌ ଗାନ୍ଧୀ ରାଜନୀତି ପାଇଁ ତାଙ୍କର ଦକ୍ଷତା ନାହିଁ: ଗୁଲାମ୍‌ ନବୀ ଆଜାଦ୍

ନୂଆଦିଲ୍ଲୀ -: ରାହୁଲ୍‌ ଗାନ୍ଧୀ ଭଲ ଲୋକ, କିନ୍ତୁ ରାଜନୀତି ପାଇଁ ତାଙ୍କର ସ୍ବଭାବଗତ ଦକ୍ଷତା ନାହିଁ ବୋଲି ଗତ ସପ୍ତାହରେ କଂଗ୍ରେସ ପରିତ୍ୟାଗ କରିଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ଗଣମାଧ୍ୟମ ‘ଏନ୍‌ଡିଟିଭି’କୁ କହିଛନ୍ତି। ସେ କହିଛନ୍ତି, ସତ…

ମମତା ବାନାର୍ଜୀ ଚଲାଇଛନ୍ତି ତାଲିବାନୀ ଶାସନ …!

କୋଲ୍‌କାତା -: ଗୋରୁ ଚୋରାଚାଲାଣ ମାମଲାରେ ଅନୁବ୍ରତ ମଣ୍ଡଳ ଗିରଫ ହେବା ପରେ ରାସ୍ତାଘାଟରେ ଭୀଷଣ ପ୍ରତିବାଦ ପ୍ରଦର୍ଶନ କରୁଥିବା ଛାତ୍ର ଓ ଯୁବ ସଂଗଠନ ପ୍ରତି ଉଦ୍ଦେଶ୍ୟ କରି ‘ବିଜେପି’ ସାଂସଦ ଦିଲୀପ ଘୋଷ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମମତା…

ୟୁକ୍ରେନୀୟ ମହିଳାଙ୍କ ସହ ଦୁଷ୍କର୍ମ ଭିଡିଓ, ଟୁଇଟ୍‌ କଲେ ଇଟାଲୀର ପ୍ରଧାନମନ୍ତ୍ରୀ ପ୍ରାର୍ଥିନୀ

ରୋମ୍‌ -: ଇଟାଲିର କୌଣସି ଗୋଟାଏ ନଗରୀରେ ଜଣେ ପ୍ରବାସବାସୀ ଜଣେ ୟୁକ୍ରେନୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରୁଥିବାର ଭିଡିଓକୁ ମଙ୍ଗଳବାର ଦିନ ‘ଟୁଇଟର୍‌’ ହଟାଇ ଦେଇଛି। ଉକ୍ତ ଭିଡିଓକୁ ଇଟାଲୀର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନିମନ୍ତେ ପ୍ରତିଦ୍ବନ୍ଦ୍ବିତାରେ ଅଗ୍ରଣୀ ଥିବା…

ମେଡିକାଲ ଭିତରେ ଆକ୍ରମଣ, ମା ଆଗରେ ପୁଅକୁ ମାରିଦେଲେ

ବଲାଙ୍ଗୀର -: ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।। ଏଠାରେ ମା ଓ ପୁଅଙ୍କୁ ଆକ୍ରମଣ କରାଯାଇଛି। ଏଥିରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ହୋଇଛନ୍ତି। ଆଜି ସକାଳୁ ସକାଳୁ…

error: Content is protected !!
Verified by MonsterInsights