ଏସିଡିଟି ହେବ ଗାଏବ, ଘରେ ରହି ଏଥିରୁ କେମିତି ଆପଣ ମୁକ୍ତି ପାଇବେ ଆସନ୍ତୁ ଜାଣିବା

ଏସିଡିଟି ଆଜାକାଲି ପ୍ରାୟ ଅଧିକାଂଶ ଲୋକଙ୍କ ସମସ୍ୟା । ଖାଇବା କିମ୍ବା ଶୋଇବାରେ ଟିକେ ଅବହେଳା ହେଲେ ଏହି ସମସ୍ୟା ଶରୀରକୁ କବଳିତ କରିଥାଏ । ବେଳେ ବେଳେ ପେଟରୁ ଏସିଡି ନିର୍ଗତ ହୋଇ ଗଳା ଆଡ଼େ ପଳେଇ ଆସିଥାଏ ।…