ଶୋଷିଲା ଅହିରାଜକୁ ପାଣି ପିଆଇ ମାନବିକତା ଦେଖାଇଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

ଡହ ଡହ ଖରାରେ ଗୋଟେ ଗ୍ଲାସ ଥଣ୍ଡା ପାଣି କୌଣସି ଅମୃତ ଠାରୁ କମ ହୋଇନଥାଏ । ବୁଦ୍ଧିଆ ମଣିଷମାନେ ସିନା ଶୋଷ ଲାଗିଲେ ନିଜେ କିଣି କିମ୍ବା କେଉଁଠୁ ମାଗି ପାଣି ଟିକେ ପିଇ ନିଜ ଶୋଷ ମେଂଟାଇପାରେ ।…

error: Content is protected !!