କୃଷି ଯନ୍ତ୍ରପାତି ସବ୍‌ସିଡିରେ କେଳେଙ୍କାରୀ : କୋଟି କୋଟି ଟଙ୍କାର ଘୋଟାଲା, ଅନୁସନ୍ଧାନ ବାଟବଣା କରିବାକୁ ଷଡ୍‌ଯନ୍ତ୍ର

ଭୁବନେଶ୍ବର -: ବିହାର ଗୋଖାଦ୍ୟ ଦୁର୍ନୀତିର ଭୟାବହ ପରିଣାମକୁ ନେଇ ସମ୍ଭବତଃ ଆମ ରାଜ୍ୟର କୃଷି ବିଭାଗ କିଛି ଶିଖିନାହିଁ। ନଚେତ୍ କୃଷି ଯନ୍ତ୍ରପାତି କିଣା ସବ୍‌ସିଡିରେ ‌କୋଟି କୋଟି ଟଙ୍କାର ହେରଫେର୍ କରିବାକୁ ବିଭାଗୀୟ ବାବୁମାନେ କଦାପି ଦୁଃସାହସ କରିନଥାନ୍ତେ।…

error: Content is protected !!