ସ୍ୱାମୀର ଛୁରା ସ୍ତ୍ରୀ ଗୁରୁତର, ଭିଡିଓ କଲରେ କଥା ହେବା ହେଲା ମହଙ୍ଗା

ବଲାଙ୍ଗୀର: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଛୁରାମାଡ କଲା ସ୍ୱାମୀ। ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ମହିଳା। ଗତ ୧୩ ତାରିଖ ଦିନ ହେମ ନିଜ ଗାଁ ଜଣେ ପିଲାଙ୍କ ସହିତ ଭିଡିଓ କଲରେ କଥା ହେଉଥିଲେ। ତାହା ଦେଖିବା…

ସତ୍ୟବାନ ସାବିତ୍ରୀ କଳିର ପରିଣତି, ସାବିତ୍ରୀ ବ୍ରତରେ ଆରପାରିକୁ ଚାଲିଗଲେ ବିଜୁଳି

ବଲାଙ୍ଗୀର/ସଇଁନ୍ତଳା -: ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତ ମହିଳା ଆଜି  ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ମହିଳାମାନଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଗାଁ ଠୁ ସହର ପର୍ଯ୍ୟନ୍ତ ବେଶ ଉତ୍ସବମୁଖର। ହେଲେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ…

ମିଶନ ଶକ୍ତି କୁତମୁଣ୍ଡାର ମିଟିଙ୍ଗ ହଲ ପରିସରରେ ଗଁଣାବଜା ଉପରେ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ

ବଲାଙ୍ଗୀର/ପାଟଣାଗଡ଼ – ମିଶନ ଶକ୍ତି କୁତମୁଣ୍ଡାର ମିଟିଙ୍ଗ ହଲ ପରିସରରେ ଗଁଣାବଜା ଉପରେ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କୁତମୁଣ୍ଡା ମୁହୁରୀ କଲାପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀହିରାଧର କୁମ୍ଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ବାଗତ ଭାଷଣ ଦେଇ ଶ୍ରୀଯୁକ୍ତ…

ବଲାଙ୍ଗୀରରେ ବିଭତ୍ସ ହତ୍ୟାକାଣ୍ଡ, ସୈାଚ ପାଇଁ ଯାଇଥିଲେ ଅଞ୍ଜନା ହେଲେ ଆଉ ଫେରିଲେନି

ବଲାଙ୍ଗୀର -: ଅନ୍ଧାର ରାତିରେ ହତ୍ୟା। ବିଲ ଭିତରେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଗତକାଲି ରାତିରେ ଘଟିଥିବା ଏମିତି ଏକ ହତ୍ୟାକାଣ୍ଡକୁ ନେଇ ହଇଚଇ। ବଲାଙ୍ଗୀର ସହର ଲର୍କିପାଲିଠାରେ ଘଟିଛି ହତ୍ୟାକାଣ୍ଡ। ଗତକାଲି ରାତି ପ୍ରାୟ ୯ଟାରେ ଲର୍କିପାଲି ଗାଁର ୪୫…

ରାସ୍ତା ପ୍ରଶସ୍ତି କରଣ ନାଁରେ ଖାଇଗଲେ ୩୨କୋଟି, ବଲାଙ୍ଗୀର-ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତା

ପାଟଣାଗଡ଼ -: ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲାରେ ଗମନାଗମନର ସୁବିଧା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ହେଲେ ଜିଲ୍ଲାର ବଲାଙ୍ଗୀର-ପାଟଣାଗଡ଼-କଣ୍ଟାବାଞ୍ଜି ପ୍ରମୁଖ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ନାଁରେ ଦୁର୍ନୀତି ହୋଇଥିବା ଏବେ ସାମନାକୁ ଆସିଛି ।…

ତେଜସ୍ୱନୀ ନାରୀ ପ୍ରତିଭା ସମ୍ମାନ-୨୦୨୨

ବଲାଙ୍ଗିର -: ବଲାଙ୍ଗିର ସହରରୁ ଡିଜିଟାଲ କଳାପଟା ତେଜସ୍ୱିନୀ ନାମରେ ଲିଲି ପଟେଲଙ୍କ ସମ୍ପାଦନାରେ ପ୍ରକାଶ ପାଇଁ ଆସୁଛି । ନୂତନ ନୂତନ କବି କବୟତ୍ରୀ ମାନଙ୍କୁ ଆରମ୍ଭ କରି ଅନେକ ପ୍ରତିଷ୍ଠିତ କବି କବୟତ୍ରୀ ମାନଙ୍କ ସ୍ବରଚିତ କବିତା ତେଜସ୍ୱନୀ…

ସାମ୍ବାଦିକତା କ୍ଷେତ୍ରରେ ବଲାଙ୍ଗୀରିରେ ସମ୍ବର୍ଦ୍ଦିତ ହୋଇଛନ୍ତି ବରଗଡର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରୀପାଠି

ବଲାଙ୍ଗୀର – : ପବିତ୍ର ଶ୍ରୀରାମ ନବମୀ ଦିବସରେ ବଲାଙ୍ଗୀରରୁ ଦିର୍ଘ ବର୍ଷ ହେଲା ପ୍ରକାଶ ପାଇ ଆସୁଥିବା ସାପ୍ତାହିକ ସମ୍ବାଦପତ୍ର ‘ପ୍ରେରଣା’ ର ୧୭ତମ ସ୍ୱନକ୍ଷତ୍ର ଉତ୍ସବ ବଲାଙ୍ଗୀର ସ୍ଥିତ ସାମ୍ବାଦିକ ଭବନ ଠାରେ ବହୁ ଆଡମ୍ବର ଭାବେ ପାଳିତ…

ଯୌତୁକ ନିଆଁରେ ଗର୍ଭବତୀ ମହିଳା , ଫେରାର ଶାଶୁଘର ଲୋକେ

ବଲାଙ୍ଗିର -: ବଲାଙ୍ଗିର ଜିଲ୍ଲା ସଦର ଥାନା ତଲିଉଡ଼ାର ଗାଁରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ମହିଳା ୨୧ ବର୍ଷୀୟ ପୁଷ୍ପାଞ୍ଜଳି ପ୍ରଧାନ । ଆଜି ତାଙ୍କର ସାଦ ଖିଆ ଥିଲା । ତାଙ୍କର ଅଚାନକ ମୃତ୍ୟୁ ଘଟିବା…

error: Content is protected !!
Verified by MonsterInsights