ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ହେଲେ ଜାଡେଜା, ପଦ ଛାଡିଲେ ଧୋନି …

ଚେନ୍ନାଇ -: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଆଇପିଏଲ୍ ଦଳର ଅଧିନାୟକ ପଦରୁ ଗୁରୁବାର ମହେନ୍ଦ୍ର ସିଂହ ଧୋନି ଇସ୍ତଫା ଦେଇଛନ୍ତି । ଆଇପିଏଲ୍ ଆରମ୍ଭ ପରଠାରୁ ସିଏସ୍‌କେ ଅଧିନାୟକ ପଦ ମଣ୍ଡନ କରିଆସିଥିବା ଧୋନି ପଦ ଛାଡ଼ିବା…