ଅଢ଼େଇହଜାର କୋଟି ଟଙ୍କା ଦିଅ, ମୁଖ୍ୟମନ୍ତ୍ରୀ ହୋଇଯିବ …

ବାଙ୍ଗାଲୋର -: କର୍ଣ୍ଣାଟକର ବିଜେପି ବିଧାୟକ ବାସନଗୁଡା ୟତନାଲ ଆଜି ଏକ ବିସ୍ଫୋରକ ବୟାନ ଦେଇଛନ୍ତି | ସେ ଦାବି କରିଛନ୍ତି ଯେ ଯଦି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି ତେବେ ୨୫୦୦ କୋଟି ଟଙ୍କା ଦେବାକୁ ପଡିବ। ୟତନାଲଙ୍କ…