ବଦଳୁଛି ଧର୍ମଗଡ ପଞ୍ଚାୟତ କଲେଜର ରୂପରେଖ

ଧର୍ମଗଡ଼(ଜୁବରାଜ ଅଗ୍ରୱାଲ) -:  ସୁଦୃଢ଼ ହେବାରେ ଲାଗିଛି ଧର୍ମଗଡ଼ ପଞ୍ଚାୟତ କଲେଜର ଭିତ୍ତିଭୂମି। ନୂତନ କଲେଜ ବିଲ୍ଡିଂ ସାଙ୍ଗକୁ ନୂତନ ବିଜ୍ଞାନଗାର ପଞ୍ଚାୟତ କଲେଜର ଭିତ୍ତିଭୂମି ବିକାଶରେ ଏକ ନୂତନ ଫର୍ଦ୍ଦ ଯୋଡ଼ି ଦେଇଛି। ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ର ନବ ନିର୍ମିତ…

ବାହାଘର ପ୍ରସେସନ ସାରି ଫେରିବା ବେଳେ ଓଲଟିଲା ଗାଡି, ୧ମୃତ ୧୦ କଳାକାର ଆହତ

କଳାହାଣ୍ଡି/ଧର୍ମଗଡ଼ -: ବାହାଘର ପ୍ରସେସନ ସାରି ଫେରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ମା ମେଲୋଡି ବ୍ୟାଣ୍ଡପାର୍ଟି ଗାଡ଼ି ବାଟରେ ଭାରସାମ୍ୟ ହରାଇ ଓଲଟିଲା । ଏହାଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ କଳାକାର ଆହତ ହୋଇଛନ୍ତି…