ଧଉଳି-କଳିଙ୍ଗ ମହୋତ୍ସବ: ରଣକ୍ଷେତ୍ର ପାଲଟିଲା କଳାମଣ୍ଡପ …

ଭୁବନେଶ୍ୱର -: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଶାନ୍ତିସ୍ତୂପ ପାଦଦେଶରେ ଦୀର୍ଘ ୩ଦିନ ଧରି ଚାଲିଥିବା ୧୮ତମ ଧଉଳି- କଳିଙ୍ଗ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ସାଂସ୍କୃତିକ ଶାସ୍ତ୍ରୀୟ ସଂଧ୍ୟାର…